Home କୋରାପୁଟ ଅଲ ଓଡିଶା ଅଗଂନବାଡି ଲେଡିଜ ଓାର୍କସ ଆସୋସିଏସନର ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

ଅଲ ଓଡିଶା ଅଗଂନବାଡି ଲେଡିଜ ଓାର୍କସ ଆସୋସିଏସନର ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

79

କୋରାପୁଟ ; ତା୧୬-୦୯(ଓଡିଆ ପୁଅ /ରଂଜନ ଦାସ)ଅଲ ଓଡିଶା ଅଗଂନବାଡି ଲେଡିଜ ଓାର୍କସ ଆସୋସିଏସନ,କୋରାପୁଟ ଜିଲ୍ଲା ଶାଖାର  ସଦସ୍ୟାମାନେ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ।କାମ ଅନୁଯାୟୀ ବେତନ ପ୍ରଦାନ, ସୁରକ୍ଷା  ଓ ଛୁଟି  ପ୍ରଦାନ କରିବା ପ୍ରଭୃତି ଦାବି ରହିଥିବା ବେଳେ ଯଦି ଦାବି ପୂରଣ ନ ହୁଏ ତେବେ ସମସ୍ତେ ରାଜରାସ୍ତାକୁ ଯାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସଭାପତି ସଂଯୁକ୍ତା ସାହୁ ପ୍ରକାଶ କରିଛନ୍ତି ।ସହାୟକ ଜିଲ୍ଲାପାଳ ସୁଜିତ ମିଶ୍ର ଦାବିପତ୍ର ଗ୍ରହଣ କରିଥିଲେ ।ବିଏମସର ସଂପାଦକ ବିରଞି ନାରାୟଣ ଷଡଙ୍ଗୀଙ୍କ ଶତାଧିକ କର୍ମି ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.