Home କୋରାପୁଟ କୋରାପୁଟ ସହରର ବ୍ୟବସାୟୀଙ୍କ ମୃତ୍ୟୁ

କୋରାପୁଟ ସହରର ବ୍ୟବସାୟୀଙ୍କ ମୃତ୍ୟୁ

38

କୋରାପୁଟ ୧୧-୦୫ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହରର ଅନ୍ନପୂର୍ଣ୍ଣା ହୋଟେଲ ପାଶ୍ୱର୍ରେ  କ୍ଷୀର ଓ ପନିର ବ୍ୟବସାୟୀ  କରୁଥିବା ଲକ୍ଷ୍ମିଧର ସାହୁ(ନନ୍ଦଭାଇ)ଙ୍କ  ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । କିଛି ଦିନ ପୂର୍ବରୁ ସେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଥିବା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତ୍ରୀରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କୋଭିଡ ଗାଇଡଲାଇନ ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି ।ବିଭିନ୍ନ ବ୍ୟବସାୟୀ ସଂଘ ଓ ବ୍ୟକ୍ତି ବିଶେଷ ନନ୍ଦଭାଇଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.