Home ଓଡ଼ିଶା କୋରାପୁଟ ସହରରେ କୁକୁର ଆତଙ୍କ; ଗୋଟିଏ ଦିନରେ ୧୫ ଜଣ କୁକୁର କାମୁଡିବାରେ ଶୀକାର

କୋରାପୁଟ ସହରରେ କୁକୁର ଆତଙ୍କ; ଗୋଟିଏ ଦିନରେ ୧୫ ଜଣ କୁକୁର କାମୁଡିବାରେ ଶୀକାର

111

କୋରାପୁଟ ୩୦-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହରରେ ଏବେ କୁକୁର ଆତଙ୍କ ଦେଖାଦେଇଛି।ରବିବାର ସକାଳେ ୧୫ ଜଣ କୁକୁର କାମୁଡିବାର ଶୀକାର ହୋଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ ହସପିଟାଲରେ ଚିକିତ୍ସିତ ହୋଇଥିବା ଜଣାପଡିଛି।ଜଣେ ବୟସ୍କ ବ୍ୟକ୍ତିଙ୍କ ଗୋଡରେ ୫ ଟି ଷ୍ଟିଚ କରାଯାଇଥିବା ଜଣାପଡିଛି।ଗତ ମେ ମାସରେ ସମୁଦାୟ ୧୪୧ ଜଣ ଓ ଜୁନ ମାସରେ ୧୯୮ ଜଣଙ୍କୁ କୁକୁର କାମୁଡିଥିବା ହସପିଟାଲ ସୂତ୍ରରୁ ଜଣାପଡିଛି।କୋରାପୁଟ ମ୍ୟୁନସିପାଲଟି କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.