Home କୋରାପୁଟ କୋରାପୁଟ ଜିଲ୍ଲାର ସାମ୍ବାଦିକ ଜାତୀୟ ସ୍ତରରେ ସମ୍ମାନୀତ

କୋରାପୁଟ ଜିଲ୍ଲାର ସାମ୍ବାଦିକ ଜାତୀୟ ସ୍ତରରେ ସମ୍ମାନୀତ

25

କୋରାପୁଟ ୦୮-୧୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର  ସାମ୍ବାଦିକ ଗୋପାଳ ପାଢୀଙ୍କୁ ଦିଲ୍ଲୀରେ  କୋଭିଡ ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି । ଦିଲ୍ଲୀରେ ଆୟୋଜିତ ସମାରୋହରେ ଭାରତୀୟ ସେନାର ଲେଫ୍ଟନାଂଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ  ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ଆୟକର ବିଭାଗର ପୂର୍ବତନ କମିଶନର  ଏନ.ମିଶ୍ର ମୁଖ୍ୟବକ୍ତା ଭାବେ  ଯୋଗ ଦେଇଥିବାବେଳେ ବୈଦେଶିକ ମନ୍ତ୍ରାଳୟର ଅବସରପ୍ରାପ୍ତ ସଚିବ ଡଃ.ଅମରେନ୍ଦ୍ର ଖଟୁଆ,ଏଡିଜି ବିଏସଏଫ ପି.କେ.ମିଶ୍ର,ଭାରତ ସରକାରଙ୍କ ପଂଚାୟତି ରାଜ ବିଭାଗର ଡଃ.ସଂଜୀବ ପାଟଯୋଶୀ,କଳିଙ୍ଗ ଭାରତୀ ଫାଉଣ୍ଡେସନର ଇଂଜିନିଅର ଅକ୍ଷୟ କୁମାର ସାମଲ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.