Home କୋରାପୁଟ କୋରାପୁଟ ଜିଲ୍ଲାରେ ୫  କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୫  କରୋନା ପଜିଟିଭ ଚିହ୍ନଟ

17

କୋରାପୁଟ ୦୮-୦୪ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲାରେ ଗୁରୁବାର ଦିନ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଜୟପୁର ପୌର ପରିଷଦର ଜୟନଗର,ଲାଲସାହି,ପ୍ରସାଦରାଓପେଟ୍ଟାରୁ ୩ଜଣ  ଥିବାବେଳେ କୋରାପୁଟ ବ୍ଲକ ପଦ୍ମପୁର ପଂଚାୟ ପାକନଡୋଳାରୁ ୧ ଏବଂ ନନ୍ଦପୁର ବ୍ଲକ ଚେଲ୍ୟାମୁଣ୍ଡାରୁ ଜଣେ  ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲାରେ ଏପ୍ରିଲ୍ ୮ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ୧ଲକ୍ଷ ୬୭ ହଜାର ୬୬୬ଜଣଙ୍କୁ କରୋନା ଟୀକା କରଣ କରା ଯାଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.