Home କୋରାପୁଟ କୋରାପୁଟ ଜିଲ୍ଲାରେ  ୫୮ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ  ୫୮ଜଣ କରୋନା ପଜିଟିଭ ଚିହ୍ନଟ

15

କୋରାପୁଟ ୨୩-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ  ଶ୍ରୁକ୍ରବାର ଦିନ ୧୪ଜଣ ମହିଳାଙ୍କ ସମେତ ୫୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବଋ ଜଣାପଡିଛି  । ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୭,ଜୟପୁର ପୌରାଂଚଳରୁ ୧୫, ଓ ସୁନାବେଡା ପୌରାଂଚଳରୁ ୧୨ ଜଣ  ଚିହ୍ନଟ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ ବ୍ଲକରୁ ୨,ଜୟପୁର ବ୍ଲକରୁ ୧  ଓ କୋରାପୁଟ ବ୍ଲକରୁ ୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଥିବା ବେଳେ  କୁନ୍ଦ୍ରାବ୍ଲକରୁ ୧ ,ଲକ୍ଷ୍ମୀପୁର  ବ୍ଲକରୁ  ୧,ନନ୍ଦପୁର ବ୍ଲକରୁ ୧,ପଟ୍ଟାଙ୍ଗୀ ବ୍ଲକରୁ ୧  ଏବଂ ସେମିଲିଗୁଡା  ବ୍ଲକରୁ  ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ ୨୨  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୮ ହଜାର ୬୬୧  ଜଣଙ୍କୁ କରୋନା ଟୀକା କରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.