Home କୋରାପୁଟ କୁନ୍ଦୁଲି ହାଟରେ ଜନ ସଚେତନତା

କୁନ୍ଦୁଲି ହାଟରେ ଜନ ସଚେତନତା

26

କୋରାପୁଟ ୨୩-୦୪(ଓଡିଆ ପୁଅ /ରଂଜନ ଦାସ) କୁନ୍ଦୁଲି ସାପ୍ତାହିକ ହାଟରେ  କୋରାପୁଟ ନିୟନ୍ତ୍ରିତ ବଜାର କମିଟି  ଦ୍ୱାରା  ଜନସାଧାରଣଙ୍କୁ  ମହାମାରୀ କରୋନା ବିଷୟରେ ଜନସଚେତନତା ସୃଷ୍ଟି କରାଯାଇଥିବା ଜଣାପଡିଛି । ଆରଏମସିର ଭାରପ୍ରାପ୍ତ ସମ୍ପାଦକ ଅରୁଣ କୁମାର ଜେନା,ପ୍ରଫୁଲ ଦେବତା,ରାଜାରାମ ସାହୁ ପ୍ରମୁଖ  କୁନ୍ଦୁଲି ହାଟରେ ମାଇକ ଯୋଗେ ପ୍ରଚାର କରି  ସମସ୍ତେ ମାସ୍କ ଓ ହେଣ୍ଡ ଗ୍ଲୋବସ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖି ବେପାର ବଣିଜ କରିବାକୁ ପରାମର୍ଶ ଦେଇଥିଲେ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଦ୍ୱାରା ମହାମାରୀ କରୋନାରୁ ନିଜକୁ ସୁରକ୍ଷିତ ରଖି ପାରିବା ତେଣୁ ସମସ୍ତେ  ନିୟମ ମାନିବାକୁ  ଗୁରୂତ୍ୱ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.