Home କୋରାପୁଟ କୋରାପୁଟ ଜିଲ୍ଲାରେ ୩ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୩ କରୋନା ପଜିଟିଭ ଚିହ୍ନଟ

43

କୋରାପୁଟ ୦୫-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ସୋମବାର ଦିନ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷ ରହିଥିବା ଜଣାପଡିଛି ।ଜୟପୁର ମ୍ୟୁନସିପାଲଟିର ପାରାବେଡା ଓ ଲିଙ୍ଗରାଜ ନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଜଣାପଡିଛି । ପଟ୍ଟାଙ୍ଗୀ ବ୍ଲକର କୋଟିଆ ଗ୍ରାମରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.