Home କୋରାପୁଟ କୋରାପୁଟ ଜିଲ୍ଲାରେ ୨ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୨ କରୋନା ପଜିଟିଭ ଚିହ୍ନଟ

55

କୋରାପୁଟ ୦୩-୦୪ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ  ଶନିବାର ଦିନ ଜଣେ ମହିଳାଙ୍କ  ସମେତ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ  ସୂଚନା  ଦିଆଯାଇଛି । ଆଜିର  ଆକ୍ରାନ୍ତଙ୍କ ସହ ଜିଲ୍ଲାରେ ଗତ ୩ଦିନରେ ମୋଟ ୧୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ସେଥି ମଧ୍ୟରେ କେବଳ ଜୟପୁର  ପୌରାଂଚଳରୁ ୭ଜଣ  ଚିହ୍ନଟ ହୋଇଥିବା ଜଣାପଡିଛି । ଶନିବାର ଚିହ୍ନଟ ପଜିଟିଭ ମଧ୍ୟରୁ  ଜୟପୁର  ମ୍ୟୁନସିପାଲଟି ଅନ୍ତର୍ଗତ ପ୍ରସାଦ ରାଓ ପେଟ୍ଟା ଅଂଚଳରୁ ଜଣେ ଥିବାବେଳେ ଅନ୍ୟ ଜଣେ ସବଜେଲରୁ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.