Home କୋରାପୁଟ କୋଟିଆରେ  ରାକ୍ତଦାନ ଶିବିର ; ୪୦ ୟୁନିଟ ରକ୍ତ ସଂଗ୍ରହ

କୋଟିଆରେ  ରାକ୍ତଦାନ ଶିବିର ; ୪୦ ୟୁନିଟ ରକ୍ତ ସଂଗ୍ରହ

34

କୋରାପୁଟ ୦୮-୦୭(ଓଡିଆ ପୁଅ / ରଂଜନ ଦାସ) କୋରାପୁଟ ଜିଲ୍ଲାର କୋଟିଆରେ  ଓଡିଶା ମୋ ପରିବାର  ଓ  ଜୀବନବିନ୍ଦୁ ଏବଂ ଜିଲ୍ଲା  ବିଜୁ ଯୁବ ଜନତା ଦଳ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ଯୋଗଦେଇ ନିଜେ ରକ୍ତଦାନ କରିଥିଲେ ।ଏହି ରକ୍ତଦାନ ଶିବିରରେ ସମୁଦାୟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି ।ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ ,ପଟ୍ଟାଙ୍ଗୀ ଥାନା ଅଧିକାରୀ କୈବଲ୍ୟ ସେଠ , ପଟ୍ଟାଙ୍ଗୀ ଜିଲ୍ଲା ପରିଷଦ ସଭ୍ୟ ଲଇଚନ ଖରା , ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଅମିତ ଅଗ୍ରଓାଲ , ଉପସଭାପତି  ଭରତ ମଲ୍ଲିକ ,ସାଧାରଣ ସଂପାଦକ ପ୍ରଭାସ ସୁତାର ଓ ବୈକୁଣ୍ଢ ମଣ୍ଡଳଙ୍କ ସହ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.