Home Coronavirus Outbreak କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୮୮ କରୋନା ପଜିଟିଭ

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୮୮ କରୋନା ପଜିଟିଭ

31

କେନ୍ଦ୍ରାପଡ଼ା, ୬ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାରେ ରବିିବାର ୧୮୮ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଆଳି ବ୍ଲକରେ ୧୧ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୨୬, ଗରଦପୁର ବ୍ଲକରେ ୪, କେନ୍ଦ୍ରାପଡା ବ୍ଲକରେ ୨୫, ମହାକାଳପଡା ବ୍ଲକରେ ୯, ମାର୍ଶାଘାଇ ବ୍ଲକର ୧୮, ପଟ୍ଟାମୁଣ୍ଡାଇ ବ୍ଲକରେ ୨୯, ରାଜକନିକା ବ୍ଲକରେ ୨୩, ରାଜନଗର ବ୍ଲକର ୩୩ ଏବଂ କେନ୍ଦ୍ରାପଡା ପୈାରାଞ୍ଚଳରେ ୭ ଜଣ ଓ ଅନ୍ୟ ଜିଲ୍ଲାର ୩ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.