Home ଜିଲ୍ଲା ପରିକ୍ରମା କୃଷ୍ଣ ପ୍ରସାଦ ବ୍ଲକର ବିଭିନ୍ନ ସ୍ଥାନ ଚଢ଼ାଉ କରି ବେଆଇନ ମଦ ବିକ୍ରି ଅଭିଯୋଗରେ ୪ଗିରଫ

କୃଷ୍ଣ ପ୍ରସାଦ ବ୍ଲକର ବିଭିନ୍ନ ସ୍ଥାନ ଚଢ଼ାଉ କରି ବେଆଇନ ମଦ ବିକ୍ରି ଅଭିଯୋଗରେ ୪ଗିରଫ

18

ପୁରୀ, ୧୯/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାତପଡ଼ା ଅବକାରୀ ବିଭାଗ ପକ୍ଷରୁ କୃଷ୍ଣ ପସାଦ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ମଦ ବିକ୍ରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ କୃଷ୍ଣ ପ୍ରସାଦ ଥାନା ରାମଲେଙ୍କାର ନାଗର ଶୁକ୍ରିୟା ପାତ୍ର, ମାଲୁଦର ବସନ୍ତ କୁମାର ଜେନା, ବଳବେହେରା ସାହିର ଶତ୍ରୁଘନ ସ୍ୱାଇଁ ଓ ବଜ୍ରକୋଟର ରବୀନ୍ଦ୍ରନାଥ ପାହାଣ। ସେମାନଙ୍କ ଠାରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.