Home ଓଡ଼ିଶା କାଳବୈଶାଖୀର କରାଳ ରୂପ : ବଜ୍ରାଘାତରେ ଜଣେ ମୃତ୍ୟୁ – ଦୁଇ ଜଣ ଆହତ

କାଳବୈଶାଖୀର କରାଳ ରୂପ : ବଜ୍ରାଘାତରେ ଜଣେ ମୃତ୍ୟୁ – ଦୁଇ ଜଣ ଆହତ

129

କନ୍ଧମାଳ, ୩୧/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କାଳ ବୈଶାଖୀର କରାଳ ରୂପ ରେ ପ୍ରବଳ ଝଡ଼ ତୋଫାନ ଘଟି ବଜ୍ରାଘାତ ହେବାଯୋଗୁଁ ରବିବାର ସନ୍ଧ୍ୟା ରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପାବିଙ୍ଗିଆ ପଞ୍ଚାୟତ ମଙ୍ଗମୁଣ୍ଡା ଗାଁରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଦନାସିଂ କହଁର। ଗୁରୁତର ଆହତ ହେଲେ ଧନଞ୍ଜୟ କହଁର ଓ ଗୁନି କହଁରଙ୍କୁ ପ୍ରଥମେ ଫିରିଙ୍ଗିଆ ଓ ପରେ ଫୁଲବାଣୀ ମେଡିକାଲ ରେ ଭର୍ତି କରି ଚିକିତ୍ସା କରାଯାଉଥିବା ବିଷୟ ଡାକ୍ତର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.