ଚାଇନା ଲଗାଇଦେଲା ଚୂନ: ପାକିସ୍ତାନକୁ ଦେଲା ଅଣ୍ଡରୱେରରେ ତିଆରି ମାସ୍କ

ନୂଆଦିଲ୍ଲୀ: ବିଶ୍ୱକୁ ମାରାତ୍ମକ କରୋନା ଜୀବାଣୁ ମହାମାରୀ ଆଡ଼କୁ ଠେଲି ଦେଇଥିବା ଚୀନ୍ ତାର ଧୋକା ଦେବା ବା ପ୍ରତାରଣା କରିବା ପ୍ରକୃତି ଛାଡ଼ି ପାରୁନାହିଁ। ନିଜର ମିତ୍ର ରାଷ୍ଟ୍ରକୁ ମଧ୍ୟ ଚାଇନା ଦେଉଛି ଧୋକା! ପୂର୍ବରୁ ନେଦରଲ୍ୟାଣ୍ଡ, ସ୍ପେନ୍ ଏବଂ ତୁର୍କୀ ଭଳି ଦେଶକୁ ଷ୍ଟାଣ୍ଡାର୍ଡ ଏବଂ ନକଲି ମାସ୍କ ଯୋଗାଇ ଦେଇଥିବା ଚୀନ ଏହା ଏହାର ବିଶେଷ ବନ୍ଧୁ ପାକିସ୍ତାନକୁ ମଧ୍ୟ ଧୋକା ଦେବାକୁ ପଛାଇନାହିଁ। କରୋନା ଭାଇରସ୍ ସହ ଲଢ଼ୁଥିବା ପାକିସ୍ତାନକୁ ତାର … Continue reading ଚାଇନା ଲଗାଇଦେଲା ଚୂନ: ପାକିସ୍ତାନକୁ ଦେଲା ଅଣ୍ଡରୱେରରେ ତିଆରି ମାସ୍କ