Home Top News ଆଜି ପୁଣି ବଢ଼ିଲା ତୈଳ ଦର

ଆଜି ପୁଣି ବଢ଼ିଲା ତୈଳ ଦର

39

ନୂଆ ଦିଲ୍ଲୀ ୨୭ -୦୩ (ଓଡ଼ିଆ ପୁଅ) ପୁଣି ଆଜି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୫୫ ରୁ ୬୩ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୫୦ ରୁ ୫୭ ପଇସା ବୃଦ୍ଧି ପାଇଛି।

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଜାଣି ନିଅନ୍ତୁ ମେଟ୍ରୋ ସହର ଗୁଡ଼ିକର ଦର

ସହର ପେଟ୍ରୋଲ ଦର ପରିବର୍ତ୍ତିତ ଦର ଡିଜେଲ ଦର ପରିବର୍ତ୍ତିତ ଦର
ନୂଆ ଦିଲ୍ଲୀ ୯୯.୧୧ ୦.୫ ୯୦.୪୨ ୦.୫୫
ମୁମ୍ବାଇ ସିଟି ୧୧୩.୮୮ ୦.୫୩ ୯୮.୧୩ ୦.୫୮
କୋଲକାତା ୧୦୮.୫୩ ୦.୫୨ ୯୩.୫୭ ୦.୫୬
ଚେନ୍ନାଇ ୧୦୫ ୦.୫୭ ୯୫.୧ ୦.୬୩
ଭୁବନେଶ୍ୱର ୧୦୫.୭୬ ୦.୫୪ ୯୫.୬୧ ୦.୫୯

ପେଟ୍ରୋଲ ଡିଜେଲ କ୍ରମରେ ଦେଶର ତଥା ରାଜ୍ୟର ବିଭିନ୍ନ ସହରର ଆଜିର ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୯.୧୧ ୯୮.୬୧ ୦.୫
କୋଲକାତା ୧୦୮.୫୩ ୧୦୮.୦୧ ୦.୫୨
ମୁମ୍ବାଇ ୧୧୩.୮୮ ୧୧୩.୩୫ ୦.୫୩
ଚେନ୍ନାଇ ୧୦୫ ୧୦୪.୪୩ ୦.୫୭
ଗୁରୁଗାଓଁ ୯୯.୫୭ ୯୮.୭୮ ୦.୭୯
ନୋଏଡା ୯୮.୯୮ ୯୮.୫୪ ୦.୪୪
ବାଙ୍ଗାଲୋର ୧୦୪.୪୬ ୧୦୩.୯୩ ୦.୫୩
ଭୁବନେଶ୍ୱର ୧୦୫.୭୨ ୧୦୫.୨୨ ୦.୫
ଚଣ୍ଡିଗଡ଼ ୯୮.୫୫ ୯୮.୦୬ ୦.୪୯
ହାଇଦ୍ରାବାଦ ୧୧୨.୩୭ ୧୧୧.୮ ୦.୫୭
ଜୟପୁର ୧୧୧.୩ ୧୧୦.୫୬ ୦.୭୪
ଲକ୍ଷ୍ନୌ ୯୯.୧୯ ୯୮.୩୪ ୦.୮୫
ପାଟନା ୧୦୯.୭୨ ୧୦୯.୨ ୦.୫୨
ତ୍ରୀଭେନ୍ଦ୍ରମ୍ ୧୧୦.୦୫ ୧୦୯.୫ ୦.୫୫
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୦.୪୨ ୮୯.୮୭ ୦.୫୫
କୋଲକାତା ୯୩.୫୭ ୯୩.୦୧ ୦.୫୬
ମୁମ୍ବାଇ ୯୮.୧୩ ୯୭.୫୫ ୦.୫୮
ଚେନ୍ନାଇ ୯୫.୧ ୯୪.୪୭ ୦.୬୩
ଗୁରୁଗାଓଁ ୯୦.୮୫ ୯୦.୦୧ ୦.୮୪
ନୋଏଡା ୯୦.୫୭ ୯୦.୦୭ ୦.୫
ବାଙ୍ଗାଲୋର ୮୮.୬୭ ୮୮.୧୪ ୦.୫୩
ଭୁବନେଶ୍ୱର ୯୫.୫୮ ୯୫.୦୨ ୦.୫୬
ଚଣ୍ଡିଗଡ଼ ୮୫.୦୧ ୮୪.୫ ୦.୫୧
ହାଇଦ୍ରାବାଦ ୯୮.୬୯ ୯୮.୧ ୦.୫୯
ଜୟପୁର ୯୪.୭୧ ୯୩.୯୭ ୦.୭୪
ଲକ୍ଷ୍ନୌ ୯୦.୭୯ ୮୯.୮୯ ୦.୯
ପାଟନା ୯୪.୮୩ ୯୪.୨୯ ୦.୫୪
ତ୍ରୀଭେନ୍ଦ୍ରମ୍ ୯୭.୧୧ ୯୬.୫୩ ୦.୫୮
ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୭.୫୮ ୧୦୬.୬୪ ୦.୯୪
ବାଲେଶ୍ୱର ୧୦୬.୧୭ ୧୦୫.୨୧ ୦.୯୬
ବରଗଡ ୧୦୬.୬୩ ୧୦୬.୪୭ ୦.୧୬
ଭଦ୍ରକ ୧୦୬.୨୯ ୧୦୫.୭୬ ୦.୫୩
ଭୁବନେଶ୍ୱର ୧୦୫.୭୨ ୧୦୫.୨୨ ୦.୫
ବଲାଙ୍ଗୀର ୧୦୮.୩୪ ୧୦୭.୦୫ ୧.୨୯
ବୌଦ୍ଧ ୧୦୮.୩୪ ୧୦୬.୭୭ ୧.୫୭
କଟକ ୧୦୫.୮୪ ୧୦୫.୫୭ ୦.୨୭
ଦେବଗଡ଼ ୧୦୬.୫୭ ୧୦୬.୩୭ ୦.୨
ଢେଙ୍କାନାଳ ୧୦୬.୮୧ ୧୦୬.୦୧ ୦.୮
ଗଜପତି ୧୦୮.୨୯ ୧୦୭.୬୮ ୦.୬୧
ଗଞ୍ଜାମ ୧୦୭.୩୫ ୧୦୬.୬୯ ୦.୬୬
ଜଗତସିଂହପୁର ୧୦୫.୫୫ ୧୦୪.୭୪ ୦.୮୧
ଯାଜପୁର ୧୦୬.୪୨ ୧୦୫.୮ ୦.୬୨
ଝାରସୁଗୁଡ଼ା ୧୦୬.୨୪ ୧୦୫.୩ ୦.୯୪
କଳାହାଣ୍ଡି ୧୦୯.୫୪ ୧୦୮.୧୭ ୧.୩୭
କନ୍ଧମାଳ ୧୦୮.୫୧ ୧୦୬.୯୧ ୧.୬
କେନ୍ଦ୍ରାପଡା ୧୦୫.୬୭ ୧୦୫.୧୪ ୦.୫୩
କେନ୍ଦୁଝର ୧୦୭.୭୮ ୧୦୭.୩୭ ୦.୪୧
ଖୋର୍ଦ୍ଧା ୧୦୫.୭୨ ୧୦୫.୨୨ ୦.୫
କୋରାପୁଟ ୧୧୦.୩୬ ୧୦୯.୮୨ ୦.୫୪
ମାଲକାନଗିରି ୧୧୧.୪୮ ୧୧୦.୭୮ ୦.୭
ମୟୁରଭଞ୍ଜ ୧୦୬.୭୯ ୧୦୬.୭୩ ୦.୦୬
ନବରଙ୍ଗପୁର ୧୦୯.୮୨ ୧୦୯.୮୨
ନୟାଗଡ଼ ୧୦୬.୨ ୧୦୫.୫ ୦.୭
ନୂଆପଡ଼ା ୧୦୯.୧୪ ୧୦୭.୭୮ ୧.୩୬
ପୁରୀ ୧୦୬.୦୨ ୧୦୫.୪୭ ୦.୫୫
ରାୟଗଡ଼ା ୧୦୮.୭୩ ୧୦୯.୩୫ -୦.୬୨
ସମ୍ବଲପୁର ୧୦୭.୦୬ ୧୦୬.୪୨ ୦.୬୪
ସୋନପୁର ୧୦୭.୨୮ ୧୦୬.୬୩ ୦.୬୫
ସୁନ୍ଦରଗଡ ୧୦୬.୦୮ ୧୦୬.୩୨ -୦.୨୪
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୯୭.୩୬ ୯୬.୪୧ ୦.୯୫
ବାଲେଶ୍ୱର ୯୬.୦୨ ୯୫.୦୩ ୦.୯୯
ବରଗଡ ୯୬.୪୭ ୯୬.୨୫ ୦.୨୨
ଭଦ୍ରକ ୯୬.୧୪ ୯୫.୫୬ ୦.୫୮
ଭୁବନେଶ୍ୱର ୯୫.୫୮ ୯୫.୦୨ ୦.୫୬
ବଲାଙ୍ଗୀର ୯୮.୧୨ ୯୬.୮୧ ୧.୩୧
ବୌଦ୍ଧ ୯୮.୧ ୯୬.୫୧ ୧.୫୯
କଟକ ୯୫.୬୯ ୯୫.୩୬ ୦.୩୩
ଦେବଗଡ଼ ୯୬.୪୧ ୯୬.୧୬ ୦.୨୫
ଢେଙ୍କାନାଳ ୯୬.୬୨ ୯୫.୭୯ ୦.୮୩
ଗଜପତି ୯୮.୦୫ ୯୭.୪ ୦.୬୫
ଗଞ୍ଜାମ ୯୭.୧୫ ୯୬.୪୪ ୦.୭୧
ଜଗତସିଂହପୁର ୯୫.୩୯ ୯୪.୫୪ ୦.୮୫
ଯାଜପୁର ୯୬.୨୩ ୯୫.୫୬ ୦.୬୭
ଝାରସୁଗୁଡ଼ା ୯୬.୧ ୯୫.୧୨ ୦.୯୮
କଳାହାଣ୍ଡି ୯୯.୨୭ ୯୭.୮୯ ୧.୩୮
କନ୍ଧମାଳ ୯୮.୨୬ ୯୬.୬୫ ୧.୬୧
କେନ୍ଦ୍ରାପଡା ୯୫.୫୧ ୯୪.୯୨ ୦.୫୯
କେନ୍ଦୁଝର ୯୭.୫୩ ୯୭.୦୭ ୦.୪୬
ଖୋର୍ଦ୍ଧା ୯୫.୫୮ ୯୫.୦୨ ୦.୫୬
କୋରାପୁଟ ୧୦୦.୦୬ ୯୯.୪୮ ୦.୫୮
ମାଲକାନଗିରି ୧୦୧.୧୪ ୧୦୦.୪ ୦.୭୪
ମୟୁରଭଞ୍ଜ ୯୬.୬୨ ୯୬.୪୯ ୦.୧୩
ନବରଙ୍ଗପୁର ୯୯.୫୪ ୯୯.୪୮ ୦.୦୬
ନୟାଗଡ଼ ୯୬.୦୩ ୯୫.୩ ୦.୭୩
ନୂଆପଡ଼ା ୯୮.୮୯ ୯୭.୫୧ ୧.୩୮
ପୁରୀ ୯୫.୮୭ ୯୫.୨୬ ୦.୬୧
ରାୟଗଡ଼ା ୯୮.୪୭ ୯୯ -୦.୫୩
ସମ୍ବଲପୁର ୯୬.୮୯ ୯୬.୨ ୦.୬୯
ସୋନପୁର ୯୭.୧ ୯୬.୪ ୦.୭
ସୁନ୍ଦରଗଡ ୯୫.୯୪ ୯୬.୧ -୦.୧୬

 

 

 

 

 

 

 

 

 

 

 

 

 

 

 

 

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.