Home କଟକ କଟକରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

କଟକରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

104

କଟକ, ୨/୧୨ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ମଧୁପାଟଣା ଛକରେ ଆଜି ସକାଳୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ମଧୁପାଟଣା ଲିଙ୍କ ରୋଡ ଛକ ଠାରେ ଅନୁଷ୍ଠିତ ହୋଇଥିଲା। ମଧୁପାଟଣା ଥାନା ଭାରପ୍ରାପ୍ତ ଅଧିକାରୀ ଓ ଟ୍ରାଫିକ ଅଧିକାରୀ ମିଳିତ ଭାବେଟ୍ରାଫିକ ବ୍ୟବସ୍ଥା କୁ ପରିଚାଳନା ତଥା କଡାକଡି ତଦାରଖ କରିଥିଲେ। ଦୁଇ ଚକିଆ ଯାନର ଆରୋହୀ କିପରି ଟ୍ରାଫିକ ନିୟମର ସଠିକ ଅନୁପାଳନ, ଗାଡିଚାଲିବାବେଳେ ନିୟମିତ ହେଲମେଟ ପିନ୍ଧିବା, ନିର୍ଧାରିତ ବେଗରେ ଗାଡ଼ି ଚାଳନା ଆଦି ଉପରେ ଲୋକଙ୍କୁ ସଚେତନ କରିବା ସହ ତାଗିଦ କାରାଯାଇ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.