Home Coronavirus Outbreak ଓମିକ୍ରନ ସଂକ୍ରମଣ ବୃଦ୍ଧି ମଧ୍ୟରେ ଦେଶରେ କମିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪...

ଓମିକ୍ରନ ସଂକ୍ରମଣ ବୃଦ୍ଧି ମଧ୍ୟରେ ଦେଶରେ କମିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୭୦୮୧ ନୂଆ ଆକ୍ରାନ୍ତ ଚିହ୍ନଟ, ୨୬୪ ମୃତ

47

ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୭,୦୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୮୩,୯୧୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୧,୭୮୯୪୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୭,୪୬୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୭,୪୦,୨୭୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୬୫୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୬୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୭୭,୪୨୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୪%

ଆରୋଗ୍ୟ ହୋଇଛନ୍ତି ୯୮.୩୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୭%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୩୭, ୪୬, ୧୩, ୨୫୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୬, ୫୪, ୪୬୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୬, ୪୧, ୦୯, ୩୬୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୧୧, ୯୭୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୭୦ ୧୨୯
ଆନ୍ଧ୍ରପ୍ରଦେଶ ୧୭୦୫ ୨୦୫୯୫୦୦ ୧୮୯ ୧୪୪୭୮
ଅରୁଣାଚଳ ପ୍ରଦେଶ ୨୬ ୫୫୦୧୪ ୨୮୦
ଆସାମ ୨୩୮୯ ୬୧୦୮୮୩ ୧୬୭ ୬୧୪୫
ବିହାର ୮୨ ୭୧୪୧୯୦ ୧୨୦୯୩
ଚଣ୍ଡିଗଡ଼ ୮୫ ୬୪୫୩୪ ୧୦୭୬
ଛତିଶଗଡ ୩୪୨ ୯୯୩୪୪୧ ୨୮ ୧୩୫୯୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୯
ଦିଲ୍ଲୀ ୪୮୪ ୧୪୧୬୫୦୬ ୬୮ ୨୫୧୦୦
୧୦ ଗୋଆ ୩୮୯ ୧୭୫୮୨୦ ୬୩ ୩୪୮୫
୧୧ ଗୁଜୁରାଟ ୫୭୫ ୮୧୭୮୧୯ ୭୪ ୧୦୧୦୧
୧୨ ହରିୟାଣା ୨୨୬ ୭୬୧୮୭୭ ୨୭ ୧୦୦୬୧
୧୩ ହିମାଚଳ ପ୍ରଦେଶ ୫୧୦ ୨୨୩୮୯୦ ୬୪ ୩୮୬୬
୧୪ ଜାମ୍ମୁ କାଶ୍ମୀର ୧୪୫୮ ୩୩୩୭୨୨ ୧୪୦ ୪୫୧୧
୧୫ ଝାଡଖଣ୍ଡ ୧୩୯ ୩୪୪୨୪୧ ୧୫ ୫୧୪୨
୧୬ କର୍ଣ୍ଣାଟକ ୭୧୪୯ ୨୯୫୬୬୯୧ ୨୮୬ ୩୮୨୮୭
୧୭ କେରଳ ୩୨୫୬୮ ୫୧୩୭୬୧୯ ୩୬୦୯ ୪୪୪୦୭ ୨୧୮
୧୮ ଲଦାଖ ୧୮୧ ୨୧୫୩୨ ୧୯ ୨୧୭
୧୯ ଲକ୍ଷଦୀପ ୧୦୩୫୫ ୫୧
୨୦ ମଧ୍ୟପ୍ରଦେଶ ୧୮୦ ୭୮୨୭୬୫ ୧୬ ୧୦୫୨୯
୨୧ ମହାରାଷ୍ଟ୍ର ୧୦୬୨୧ ୬୪୯୬୭୩୩ ୮୦୪ ୧୪୧୩୪୦ ୧୧
୨୨ ମଣିପୁର ୨୦୩ ୧୨୩୪୧୫ ୧୯୯୫
୨୩ ମେଘାଳୟ ୧୧୮ ୮୩୧୪୮ ୧୪ ୧୪୭୮
୨୪ ମିଜୋରାମ ୨୭୫୭ ୧୩୬୧୬୭ ୫୩୧
୨୫ ନାଗାଲାଣ୍ଡ ୮୪ ୩୧୩୮୪ ୭୦୧
୨୬ ଓଡ଼ିଶା ୧୭୫୬ ୧୦୪୨୪୪୩ ୨୧୯ ୮୪୪୨
୨୭ ପୁଡୁଚେରୀ ୧୭୧ ୧୨୭୨୫୯ ୨୩ ୧୮୭୯
୨୮ ପଞ୍ଜାବ ୩୦୬ ୫୮୬୯୮୩ ୪୨ ୧୬୬୨୮
୨୯ ରାଜସ୍ଥାନ ୨୫୯ ୯୪୬୦୦୨ ୩୨ ୮୯୬୦
୩୦ ସିକ୍କିମ୍ ୧୦୬ ୩୧୯୪୫ ୭୬ ୪୦୬
୩୧ ତାମିଲନାଡୁ ୭୩୪୬ ୨୬୯୫୧୭୪ ୬୬୫ ୩୬୬୭୬
୩୨ ତେଲେଙ୍ଗାନା ୩୭୬୧ ୬୭୧୬୫୫ ୨୦୫ ୪୦୧୪
୩୩ ତ୍ରିପୁରା ୭୧ ୮୪୦୬୫ ୧୧ ୮୨୭
୩୪ ଉତ୍ତରାଖଣ୍ଡ ୧୬୪ ୩୩୭୦୦୧ ୧୬ ୭୪୧୩
୩୫ ଉତ୍ତରପ୍ରଦେଶ ୧୮୯ ୧୬୮୭୫୬୮ ୨୨୯୧୫
୩୬ ପଶ୍ଚିମବଙ୍ଗ ୭୫୦୧ ୧୫୯୯୩୫୦ ୫୬୦ ୧୯୬୬୦
ମୋଟ ୮୩୯୧୩ ୩୪୧୭୮୯୪୦ ୭୪୬୯ ୪୭୭୪୨୨ ୨୬୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.