Home କୋରାପୁଟ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ନୟ ସମିତିର ମୁଖପତ୍ର ସଂଗ୍ରାମର ବାର୍ତାର ୪୦ ତମ ବାର୍ଷିକ...

ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ନୟ ସମିତିର ମୁଖପତ୍ର ସଂଗ୍ରାମର ବାର୍ତାର ୪୦ ତମ ବାର୍ଷିକ ବିଶେଷ ସଂଖ୍ୟା ଉନ୍ନୋଚିତ

117

କୋରାପୁଟ ; ତା୨୫-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ବିକ୍ରମଦେବ କ୍ଲବଠାରେ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ନୟ ସମିତିର ମୁଖପତ୍ର ସଂଗ୍ରାମର ବାର୍ତାର ୪୦ ତମ ବାର୍ଷିକ ବିଶେଷ ସଂଖ୍ୟା ଉନ୍ନୋଚିତ ହୋଇଯାଇଛି ।ସଭାପତି ଲିଙ୍ଗରାଜ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ଡି.ଶଙ୍କର ରାଓଙ୍କ ଦ୍ୱାରା ସଂଗ୍ରାମର ବାର୍ତାର ବିଶେଷ ସଂଖ୍ୟା ଉନ୍ନୋଚନ କରାଯାଇଥିଲା ।ସଂଗ୍ରାମର ବାର୍ତାର ସଂପାଦକ ନିର୍ମଳ ଦାସ ଯୋଗଦେଇ ବିଶେଷ ସଂଖ୍ୟା ଉପରେ ଆଲୋକପାତ କରିଥିଲେ । ପ୍ରତାପ ଚନ୍ଦ୍ର ମିଶ୍ରଙ୍କୁ ରାଜେନ୍ଦ୍ର ରାଉତ ସମ୍ମାନରେ ସମ୍ମାନ୍ନିତ କରାଯାଇଥିବା ବେଳେ ପ୍ରତାପ ଚନ୍ଦ୍ର ଦାସ ଓ ବାସୁଦେବ ସାହାଣୀଙ୍କୁ ଦୁର୍ଗାଚରଣ ସମ୍ମାନରେ ସମ୍ମାନ୍ନିତ କରାଯାଇଥିଲା ।ଏହି ସଭାରେ ଉକôଳଗ୍ରାମ୍ୟ ବ୍ୟାଙ୍କ ଅଧିକାରୀ ଜଗନ୍ନାଥ ବେହେରା , ଭଗବାନ ନାହାକ ଓ ଦ୍ୱାରିକାନାଥ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ କୋରାପୁଟ ଜିଲ୍ଲା ସଭାପତି ଶିବ ପ୍ରସାଦ ବେହେରା ଓ ସଂପାଦକ ମହେଶ ପଟନାୟକ ଯୋଗଦେଇ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.