Home କୋରାପୁଟ ଓଡିଶା ମୋ ପରିବାର ସହାୟତାରେ ଜଣେ ରୋଗୀକୁ ବ୍ରହ୍ମପୁର ପଠାଗଲା

ଓଡିଶା ମୋ ପରିବାର ସହାୟତାରେ ଜଣେ ରୋଗୀକୁ ବ୍ରହ୍ମପୁର ପଠାଗଲା

98

କୋରାପୁଟ ୧୭-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଜଣେ ୧୭ ବର୍ଷିୟ ଯୁବକ ଜ୍ୱରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ।କିନ୍ତୁ ପ୍ଲେଟଲେଟ ବହୁ କମ ଥିବାରୁ  ଅଧିକା ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଡାକ୍ତରଖାନାକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଅର୍ଥ ଅଭାବ କାରଣରୁ ପରିବାରବର୍ଗ ବ୍ରହ୍ମପୁର ନେବା ପାଇଁ ଅସମର୍ଥ ହେବା ଖବର ଓଡିଶା ମୋ ପରିବାର ସଦସ୍ୟମାନେ ପାଇଥିଲେ ।ଖବର ପାଇବା  କ୍ଷଣି ଓଡିଶା ମୋ ପରିବାର ହେଲ୍ପ ଡେସ୍କ ସହାୟକ ବୈକୁଣ୍ଠ ମଣ୍ଡଳ ଡାକ୍ତରଖାନାରେ ପହଂଚି ବ୍ରହ୍ମପୁର ସ୍ଥାନାନ୍ତର କରିବାର ସମସ୍ତ ବନ୍ଦୋବସ୍ତ କରିଥିଲେ ।ବ୍ରହ୍ମପୁର ଡାକ୍ତରଖାନାରେ ଓଡିଶା ମୋ ପରିବାର ତରଫରୁ ସହଯୋଗ କରାଯାଉଥିବା ବେଳେ ଯୁବକର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଶ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.