Home ଓଡ଼ିଶା  ଓଡିଶାରେ ଛତିଶଗଡ ପୁଲିସର ଦାଦାଗିରି

 ଓଡିଶାରେ ଛତିଶଗଡ ପୁଲିସର ଦାଦାଗିରି

788

ଭୁବନେଶ୍ୱର୮ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡିଶା ରାଜ୍ୟରେ କ୍ଷେତରେ ଚାଷ କରି ନିଜର ପରିବାର ଭରଣପୋଷଣ କରୁଥିବା ପରିବାର ଉପରେ ଛତିଶଗଡ ପୁଲିସ ଦାଦାଗିରି କରିବା ଅଭିଯୋଗ ଆଣିଛନ୍ତି ବିଧାୟକ କିଶୋର ମହାନ୍ତି । ଛତିଶଗଡ ପୁଲିସ ନିଜର ସିମା ଉଲଙ୍ଘନ କରି ରେଙ୍ଗାଲି ଥାନା କନକତୋରା ଗାଁର ଭାଗଚାଷୀଙ୍କ ନାଁରେ ମାମଲା ରୁଜୁ ସହ ୩୮ ବସ୍ତା ଧାନ ଜବତ କରିଥିବା ରାୟଗଡ଼ ପୋଲିସ ବିରୋଧରେ ରେଙ୍ଗାଲି ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ବିଧାୟକ କିଶୋର ମହାନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.