Home କେନ୍ଦୁଝର ଏ୧ରେ ଉତ୍ତିର୍ଣ୍ଣ ହେଲେ ଅଂଶୁମାନ

ଏ୧ରେ ଉତ୍ତିର୍ଣ୍ଣ ହେଲେ ଅଂଶୁମାନ

163

ହାଟଡ଼ିହି, ୨୬ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଶାଳଣିଆଁ ହାଇସ୍କୁଲର ଛାତ୍ର ଅଂଶୁମାନ ରଣା ୫୪୨ମାର୍କ ରଖି ଏ୧ରେ ଉତ୍ତିର୍ଣ୍ଣ ହୋଇଛନ୍ତି । ଅଂଶୁମାନ ଜଣେ ଡାକ୍ତର ହେବାକୁ ଲକ୍ଷ ରଖିଥିବା କହିଛନ୍ତି । ବିଦ୍ୟାଳୟରେ ମୋଟ ୬୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଶତପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏ-୧ରେ ଜଣେ, ଏ-୨ରେ ୧୩ଜଣ, ବି-୧ରେ ୧୦ଜଣ, ବି-୨ରେ ୨୫ଜଣ, ସିରେ ୧୬ଜଣ ଉତ୍ତିର୍ଣ୍ଣ ହୋଇଛନ୍ତି । ଅଂଶାମୁନା ଏହି ସଫଳତାର ଶ୍ରେୟ ନିଜ ପିତାମାତା ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.