Home ଓଡ଼ିଶା ଏବେ ୧୧୨ ଡାଏଲ କଲେ ମିଳିବ ସମସ୍ତ ସହାୟତା

ଏବେ ୧୧୨ ଡାଏଲ କଲେ ମିଳିବ ସମସ୍ତ ସହାୟତା

441

ନୂଆଦିଲ୍ଲୀ,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ଦିଲ୍ଲୀବାସୀଙ୍କୁ ପୋଲିସ୍‌ଙ୍କ ଠାରୁ ସାହାଯ୍ୟ ପାଇବାକୁ ହେଲେ ୧୦୦ ପରିବର୍ତ୍ତେ ୧୧୨ ନମ୍ବର ଟିପିବାକୁ ପଡିବ । ଏହି ୧୧୨ ନମ୍ବର ଟିପିଲେ ଉଭୟ ଆମ୍ବୁଲାନ୍ସ, ଫାୟାର, ଏବଂ ପୋଲିସ୍‌ର ସହାୟତା ମିଳିବ । ତେବେ ପ୍ରକ୍ରିୟା ଆଜି ହିଁ ଲାଗୁ କରାଯିବ ।

ତେବେ ଲୋକମାନଙ୍କୁ ଏହା ଆହୁରି ସୁବିଧା ହୋଇଗଲା । କାରଣ ଲୋକମାନଙ୍କୁ ଆଉ ୧୦୧, ୧୦୮, ୧୦୦ କୁ ଫୋନ୍‌ କରିବାକୁ ପଡିବ ନାହିଁ । ଖାଲି ୧୧୨ରେ ନମ୍ବର ଟିପିଲେ ସମସ୍ତ ଆପାତକାଳିତ ସହାୟତା ମିଳିବ । ସୂଚନାମୁତାବକ, ୨୦ ସେପ୍ଟେମ୍ବରକୁ ଚଣ୍ଡିଗଡ ଠାରେ ଅମିତ୍‌ ଶାହ ଦେଶର ପ୍ରଥମ ଏକିକୃତ ଜରୁରୀକାଳିନ ପ୍ରତିକ୍ରିୟା ସହାୟତା ପ୍ରଣାଳୀର ଲଞ୍ଚ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.