Home ଓଡ଼ିଶା ଏଫସିଆଇ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱାଧିନତାର ୭୫ତମ ଆଜାଦୀ କା ଅମୃତ ମହୋତ୍ସବ ଉଦଯାପିତ

ଏଫସିଆଇ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱାଧିନତାର ୭୫ତମ ଆଜାଦୀ କା ଅମୃତ ମହୋତ୍ସବ ଉଦଯାପିତ

18

ମାଲକାନଗିରି,୨୨ ।୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଏଫସିଆଇ ସଂସ୍ଥା ପକ୍ଷରୁ ଗତ୧୫ତାରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱାଧିନତାର ୭୫ତମ ଆଜାଦୀ କା ଅମୃତ ମହୋତ୍ସବ ଉଦଯାପିତ ହୋଇ ଯାଇଛି ।ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଏପସିଆଇ ମଣ୍ଡଳ ପ୍ରବନ୍ଧକ ତ୍ରିପତି ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ,ସମ୍ମାନିତ ଅତିଥି ଭାବେ ଜୟପୁର ଏଫସିଆଇ ପ୍ରବନ୍ଧକ ଭି ଦୀପକ,ଏଫସିଆଇ ପରିଚାଳକ ଅମିତ ପରମଗୁରୁ ଓ ଜିଲ୍ଲାମିଲର୍ସ ସଂଘର ସୁରେଶ କୁମାର ସୋମାନୀ ଯୋଗଦେଇଥିଲେ । ମରୁଡି,ଦୁର୍ଭିକ,କରୋନା ମହାମାରି ସମୟରେ ଭାରତବାସୀ ଙ୍କୁ ଖାଦ୍ୟାଯୋଗାଇ ଆସିଛି ଏଫସିଆଇ,ଖାଦ୍ୟ ଶସ୍ୟର କ୍ର.ବଟଂନ,ସଚାଂଳନ, ଗଛିତ ରଖିବାର ଦାଇତ୍ୱ ସୁଚାରୁ ଭାବ ବହନ କରିପାରିଛି ଏଫସିଆଇ, ସ୍ୱାଧୀନତାର ୭୫ତମ ଆଜାଦୀ କା ଅମୃତ ମହୋତ୍ସବ ସଂପର୍କରେ ସୁଚନା ଦେବା ସହିତ ଜିଲ୍ଲାରେ କିପରି ସୁଚାରୁ ଭାବେ ଚାଷୀ ଓ ଖାଉଟି ମାନଙ୍କୁ ଏଫସିଆଇ ସଂସ୍ଥା ପକ୍ଷରୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେ ସଂପର୍କରେ ମଚାଂଶିନ ଅତିଥି ମାନେ କହିଥିଲେ । ଏହି ଅବସରେ ଜିଲ୍ଲା ମିଲର୍ସ ସଂଘର କର୍ମକର୍ତା,ଲାଇନ ବିଭାଗର କର୍ମଚାରି,ଏଫସିଆଇ ସଂସ୍ଥାର କର୍ମଚାରୀ, ଚାଷୀ, ଏସଡବ୍ଲୁସି ମେମ୍ବର,ଖାଉଟି ମାନେ ଯୋଗଦେଇ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.