Home ଅପରାଧ ଏଟିଏମ୍ ରୁ ଲୁଟ କଲେ ଦୁର୍ବୃତ୍ତ

ଏଟିଏମ୍ ରୁ ଲୁଟ କଲେ ଦୁର୍ବୃତ୍ତ

100

ଭଦ୍ରକ,୨୬/୧୦,(ଓଡ଼ିଆ ପୁଅ ପି ନାୟକ): ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ସ୍ଥିତ ରାନ୍ଦିଆ ବଜାରରେ ଥିବା ଏକ ଏସବିଆଇ ଏଟିଏମ୍ ରୁ ଲୁଟ ହୋଇଛି । ତେବେ ଦୁର୍ବୃତ୍ତ ମାନେ ସେଠାରେ ଲାଗିଥିବା ଲାଇଟ୍ ଭାଙ୍ଗିବା ସହ ସିସିଟିଭି ମଧ୍ୟ ଭାଙ୍ଗି ଦେଇଛନ୍ତି । ଏହି ଖବର ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏଟିଏମ୍ ରୁ କେତେ ଟଙ୍କା ଲୁଟ ହୋଇଛି ତାହା ବ୍ୟାଙ୍କ ଅଧିକାରୀ ଆସିବା ପରେ ଜଣାପଡିବ ବୋଲି ପୋଲିସ କହିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.