Home ଓଡ଼ିଶା ବ୍ୟବସାୟୀଙ୍କୁ ଆକ୍ରମଣ କଲେ ଯୁବକ

ବ୍ୟବସାୟୀଙ୍କୁ ଆକ୍ରମଣ କଲେ ଯୁବକ

95

ଗଞ୍ଜାମ,୨୬/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ଗଞ୍ଜାମ ଜିଲ୍ଲା ସିଙ୍ଗିପୁର ଗାଁ ରେ ସୁଶାନ୍ତ ପାତ୍ର ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି । ଫଳରେ ସେ ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି । ତେବେ ଅଭିଯୋଗ ଅନୁସାରେ, ସୁଶାନ୍ତ ଅନୁପସ୍ଥିତ ଥିବାବେଳେ ତାଙ୍କ ଦୋକାନକୁ ସଞ୍ଜୟ ବାରିକ ନାମକ ଜଣେ ଯୁବକ ଯାଇ କିଛି ଜିନିଷ ମାଗିଥିଲେ । ପରେ ସୁଶାନ୍ତଙ୍କ ପୁଅ ତାଙ୍କ ମା’ଙ୍କୁ ଡାକିଥିଲେ । ହେଲେ ପରବର୍ତ୍ତୀ ସମୟରେ କିଛି କଥାକୁ ନେଇ ଉକ୍ତ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ସେହି ସମୟରେ ସୁଶାନ୍ତ ପହଞ୍ଚି ପରିସ୍ଥିତି ସମ୍ଭାଳିବା ସହ ଉକ୍ତ ଯୁବକଙ୍କୁ ପଠେଇ ଥିଲେ । ହେଲେ ପରେ ସେହି ଯୁବକ ପିସ୍ତଲ ଆଣି ସୁଶାନ୍ତଙ୍କୁ ଆକ୍ରମଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.