Home ଆନ୍ତର୍ଜାତୀୟ ଏକ୍ସପ୍ରେସ ଟ୍ରେନ୍ ରେ ନିଆଁ ଲାଗିଲା, ୬୫ ମୃତ, ୩ଟି ବଗି ଜଳି ପାଉଁଶ

ଏକ୍ସପ୍ରେସ ଟ୍ରେନ୍ ରେ ନିଆଁ ଲାଗିଲା, ୬୫ ମୃତ, ୩ଟି ବଗି ଜଳି ପାଉଁଶ

883

ନୂଆ ଦିଲ୍ଲୀ ୩୧-୧୦ (ଓଡ଼ିଆ ପୁଅ) ପାକିସ୍ତାନରେ ଗୁରୁବାରଦିନ କରାଚୀ-ରାୱଲପିଣ୍ଡୀ ତେଜଗାମ ଏକ୍ସପ୍ରେସ ଟ୍ରେନରେ ବିଷ୍ପୋରଣ ଘଟିଛି। ଏହି ଦୁର୍ଘଟଣା ପଞ୍ଜାବ ପ୍ରାନ୍ତର ଦକ୍ଷିଣରେ ରହୀମ ଯାର ଖାନ ନିକଟରେ ହୋଇଛି। ଏହା ଫଲରେ ତିନୋଟି ବଗିରେଥିବା ୬୫ ଜଣଙ୍କର ମୃତ୍ୟୁ, ହୋଇଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଛନ୍ତି।

ରେଲୱେ ଅଧିକାରୀମାନଙ୍କ ମୁତାବକ, ଖାଇବା ପାଇଁ ବ୍ୟବହାର କରାଯାଇଥିବା ଗ୍ୟାସ ସିଲିଣ୍ଡର ଫାଟିବାରୁ ଏହି ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.