Home Top News ଉଦ୍ଧବ ଠାକରେ ସରକାରଙ୍କୁ ବଡ ଝଟକା : ଆସନ୍ତାକାଲି ହେବ ଫ୍ଲୋର ଟେଷ୍ଟ

ଉଦ୍ଧବ ଠାକରେ ସରକାରଙ୍କୁ ବଡ ଝଟକା : ଆସନ୍ତାକାଲି ହେବ ଫ୍ଲୋର ଟେଷ୍ଟ

72

ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ଆସନ୍ତା କାଲି ହେବ ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ। ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ବଡ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଫ୍ଲୋର ଟେଷ୍ଟ ରୋକିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରି ଦେଇଛନ୍ତି। ଏଭଳି ପରିସ୍ଥିତିରେ ମହାବିକାଶ ଆଗାଡି (MVA) ସରକାର ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦିନ ୧୧ ଟାରେ ଫ୍ଲୋର୍ ଟେଷ୍ଟର ସମ୍ମୁଖୀନ ହେବାକୁ ପଡିବ। ସୂଚନାନୁସାରେ, ଉଦ୍ଧବ ଠାକରେ ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.