Home କଳାହାଣ୍ଡି ଆୟ ବର୍ହିଭୂତ ସଂପତି ଅଭିଯୋଗରେ ଜୁନାଗଡ ରେଂଜର ଘରେ ଭିଜିଲାନ୍ସ ଚଢଉ

ଆୟ ବର୍ହିଭୂତ ସଂପତି ଅଭିଯୋଗରେ ଜୁନାଗଡ ରେଂଜର ଘରେ ଭିଜିଲାନ୍ସ ଚଢଉ

272

କଳାହାଣ୍ଡି, ତା.୩୧.୧୨.୨୦୧୯ ( ଓଡିଆପୁଅ) ଜୁନାଗଡ ରେଂଜ ଅଫିସର ଲକ୍ଷ୍ମଣ ଶବର ଙ୍କ ଲଡୁଗାଁ ସ୍ଥିତ ନିଜସ୍ୱ ବାସ ଭବନ ଏବଂ ତୁନଗାଁ ସ୍ଥିତ ଶ୍ୱଶୂର ଘରେ ଭିଜିଲାନ୍ସ ବିଭାଗ ଦ୍ୱାରା ଚଢଉ ଜାରି ରହିଥିବା ଜଣାପଡିଛି । କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ରାୟଗଡା ଓ କଳାହାଣ୍ଡି ଭିଜିଲାନ୍ସ ପୋଲିସ ଦ୍ୱାରା ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଚଡଉ କରାଯାଇଥିବା ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ । ରେଂଜ ଅଫିସର ଲକ୍ଷ୍ମଣ ଶବର ନିଜ ଚାକିରୀ କାଳ ମଧ୍ୟରେ ଅନେକ ପ୍ରକଲାର ଅନିୟମିତତା କରିଥିବା ଏବଂ ଜୁନାଗଡ ରେଂଜ ଦାୟୀତ୍ୱରେ ଥିବା ସମୟରେ ବିଭିନ୍ନ ଯୋଜନା ସବୁ ଠିକ ଭାବେ କାର୍ଯ୍ୟକାରୀ କରାଯାଇନଥିବା ଭଲି ଅନେକ ଅଭିଯୋଗ ହୋଇଥଲା । ଛାନଭିନ ପରେ ଆୟ ବର୍ହିଭୂତ ସଂପତି ତାଲିକା ସଂପର୍କରେ ଜଣାପଡିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.