Home ଓଡ଼ିଶା ଆୟବହିର୍ଭୂତ ସମ୍ପତି ରଖିବା ଅଭିଯୋଗରେ ବିଜେଡି ଦଳର ପୂର୍ବତନ ବିଧାୟକ ଭିଜିଲାନ୍ସ ଦ୍ୱାରା ଗିରଫ

ଆୟବହିର୍ଭୂତ ସମ୍ପତି ରଖିବା ଅଭିଯୋଗରେ ବିଜେଡି ଦଳର ପୂର୍ବତନ ବିଧାୟକ ଭିଜିଲାନ୍ସ ଦ୍ୱାରା ଗିରଫ

507

ମାଲକାନଗିରି/ଭବାନୀପାଟଣା ୨୩ା୧(ଓଡିଆ ପୁଅ )ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭବାନୀପାଟଣାର ବିଜେଡି ଦଳର ପୂର୍ବତନ ବିଧାୟକ ଅନାମ ନାୟକ ଙ୍କୁ ଭିଜିଲାନ୍ସ ଗିରଫ କରି ଜେରା ଆରମ୍ଭ କରିଦେଇଛନ୍ତି ।ଜୟପୁର ଭିଜିଲାନ୍ସ ଏସପି ଶଶିସେଖର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ନାୟକଙ୍କ ଭବାନୀପାଟଣା ଗୃହ, ବ୍ୟବସାୟ ଅନୁଷ୍ଟାନ,ଲଜ,ଉପରେ ଚଢଉକରି କାଗଜ ପତ୍ର ଜବତକରିଛନ୍ତି । ଶ୍ରୀନାୟକ ରାଜନୀତିରେ ପ୍ରବେଶ ପୁର୍ବରୁ ସେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ କିରାଣିଚାକିରି କରିଥିଲେ,ସେ ଗତ୧୫ବର୍ଷତଳେ ଚାକିରି ଛାଡି ରାଜନୀତେର ଭାଗନେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।ଏହି ଚଢଉସମୟକେ ୩କୋଟି୪୩ଲ କ୍ଷଟଙ୍କାର ସମ୍ପିତି ଭିଜିଲାନ୍ସ ଠାବକରି ତଦନ୍ତ ଜାରିରଖିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.