Home ଓଡ଼ିଶା ଆଲମିରା ଭାଙ୍ଗି ଘରେ କଳାକନା ବୁଲାଇଲା ଚୋର

ଆଲମିରା ଭାଙ୍ଗି ଘରେ କଳାକନା ବୁଲାଇଲା ଚୋର

478

କଟକ,୦୫/୧୦,(ଓଡ଼ିଆ ପୁଅ ପି ନାଏକ):  କଳାକନା ବୁଲାଇଲା ଚୋର । ଘରେ କେହି ନଥିବାର ଫାଇଦା ଉଠାଇ କଳାକନା ବୁଲାଇଛନ୍ତି ଚୋର ।  ତେବେ ଏହି ଘଟଣାକଟକ ଜିଲ୍ଲା ସାଲେପୁର ଥାନା ଚନ୍ଦ୍ରାଦେଇପୁର ଗାଁରେ ହୋଇଛି । ସୂଚନା ଅନୁସାରେ,  ଗତକାଲି ରାତିରେ ଘରେ କେହିନଥିବାର ସୁଯୋଗ ନେଇ ଚନ୍ଦ୍ରାଦେଇପୁର ଗାଁର ରେବତୀ ମଲ୍ଲ କବାଟ ଭାଙ୍ଗି ଚୋରମାନେ ଘରେ ପଶି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏହାଦେଖି ସ୍ଥାନୀୟ ଲୋକେ ଖବର ଦେଇଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.