Home ଓଡ଼ିଶା ଡିସିଙ୍କ କାର୍ଯ୍ୟାଳୟ ବାହାରେ ଗ୍ରେନେଡ ମାଡ଼, ୬ ଆହତ

ଡିସିଙ୍କ କାର୍ଯ୍ୟାଳୟ ବାହାରେ ଗ୍ରେନେଡ ମାଡ଼, ୬ ଆହତ

261

ନୂଆଦିଲ୍ଲୀ,୦୫/୧୦,(ଓଡ଼ିଆ ପୁଅ ପି ନାଏକ):ଆଜି ଜାମ୍ମୁ କଶ୍ମୀରର ଅନନ୍ତନାଗ ରେ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ବାହାରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଛନ୍ତି ।   ଫଳରେ ଏହି ଆକ୍ରମଣରେ ୫ ଜଣ ଗୁରୁତର ହୋଇଥିିିବାା  ସୂଚନା ମିଳିଛି ।

ଡିସି ଅଫିସ୍‌ର ସୁରକ୍ଷାରେ ମୁତୟନ ଥିବା ସୁରକ୍ଷାବଳ ଉପରେ ଏହି ଗ୍ରେନେଡ୍‌ ମାଡ଼ କରି ଉକ୍ତ ସ୍ଥାନରୁ ଫେରାର୍‌ ହୋଇଯାଇଥିବା ବେଳେ ଆକ୍ରମଣ ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦି କରାଯାଇଛି । ଗ୍ରେନେଡ୍‌ ମାଡ କରିଥିବା ଆତଙ୍କୀଙ୍କ ତଲାସରେ ଏବେ ସର୍ଚ୍ଚ ଅପେରସନ୍‌ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.