Home ଜିଲ୍ଲା ପରିକ୍ରମା ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

42

ବାହାନଗା, ୮ା୩: (ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଠାରେ ସୋର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି । ଦିବସରେ ସୋର ନିର୍ବାଚନ ମଣ୍ଡଳୀରୁ ମହିଳା ମାନେ ଯୋଗ ଦେଇ ନାରୀର ସଶକ୍ତି କରଣ ଓ ରାଜ୍ୟ ସରକାରଙ୍କର ନାରୀ ଯୋଜନା ବାବଦରେ ଆଲୋଚନା କରିଥିଲେ । ଏହି ସଭାରେ ସବିତା ଅଗସ୍ତି, ନିରୋଦ ପ୍ରଭା ପଣ୍ଡା, ପ୍ରଣତି ମହାଳିକ, ପୁଷ୍ପଲତା ଜେନା, ବାସନ୍ତୀ ପଣ୍ଡା, ଆରତୀ ଦଳେଇ, ଶାନ୍ତିଲତା ବେହେରା, ଗାୟତ୍ରୀ ନାୟକ, ଗିରୀଶ ଚନ୍ଦ୍ର ଦାସ, ପ୍ରଦୀପ ଜେନା, ପ୍ରକାଶ ମଳିକ, ନିଳାମ୍ବର ମହାଳିକ, ଯୋଗେଶ ପତି, ବିଜୟ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ନିର୍ବାଚନ ମଣ୍ଡଳୀ ସ୍ତରରୁ ମହିଳା ମାନେ ଯୋଗ ଦେଇ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.