Home ଆନ୍ତର୍ଜାତୀୟ ଆମେରିକାର ଏକ ସଂପି ମଲରେ ଗୁଳିକାଣ୍ଡ, ୨୦ ମୃତ

ଆମେରିକାର ଏକ ସଂପି ମଲରେ ଗୁଳିକାଣ୍ଡ, ୨୦ ମୃତ

227

ୱାଶିଂଟନ,୦୪/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆମେରିକାର ଟେକ୍ସାସ୍ ସ୍ଥିତ ଏକ ସପିଂ ମଲ୍‌ରେ ଗତକାଲି ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଆହତମାନଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏହି ଘଟଣାରେ ଜଣେ ୨୧ ବର୍ଷିୟ ଯୁବକକୁ ଗିରଫ୍ କରାଯାଇଛି ।

ଏହି ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣା ସମ୍ପର୍କରେ ଗଭର୍ନରଙ୍କ ସହ ଆଲୋଚନା ହୋଇଛି । ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.