Home ଓଡ଼ିଶା ଆଜି ହେଉଛି ବିଜୟା ଦଶମୀ

ଆଜି ହେଉଛି ବିଜୟା ଦଶମୀ

94

ଭୁବନେଶ୍ଵର,୦୮/୧୦,(ଓଡ଼ିଆ ପୁଅ ପି ନାଏକ):ଆଜି ହେଉଛି ପବିତ୍ର ବିଜୟାଦଶମୀ । ସାରା ଦେଶରେ ଧୁମଧାମରେ ଦଶହରା ପାଳନ କରାଯାଉଥିବା ବେଳେ ବିଜୟା ଦଶମୀକୁ ନେଇ ପୁରଠୁ ପଲ୍ଲୀ ଉତ୍ସଵ ମୁଖର ହୋଇଉଠିଛି । ବିଭିନ୍ନ ପୂଜା ମଣ୍ଡପରେ ବିଜୟା ଦଶମୀକୁ ନେଇ ମା’ ଙ୍କର ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହେବା ସହ ମା ଦୁର୍ଗାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମୁଛି । ତେବେ ସବୁ ସ୍ଥାନରେ ବିଜୟା ଦଶମୀକୁ ନେଇ ପୂଜା ମଣ୍ଡପ ଉତ୍ସଵ ମୁଖର ହୋଇଉଠିଛି ।ଏହାସହ କଟକ, ଭୁବନେଶ୍ୱର, ଅନୁଗୁଳ,ଜଗତସିଂହପୁର, ଭଦ୍ରକ, ବରଗଡରେ ମଧ୍ୟ ବିଜୟା ଦଶମୀକୁ ନେଇ ଚଳଚଞ୍ଚଳ । ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାବଣ ପୋଡି ପାଇଁ ବ୍ୟବସ୍ଥାକୁ କଡାକଡି କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.