Home ଓଡ଼ିଶା ଭାରତକୁ ପ୍ରଥମ ଲଢୁଆ ବିମାନ ରାଫେଲ ଜେଟ

ଭାରତକୁ ପ୍ରଥମ ଲଢୁଆ ବିମାନ ରାଫେଲ ଜେଟ

372

ନୂଆଦିଲ୍ଲୀ,୦୮/୧୦,(ଓଡ଼ିଆ ପୁଅ ପି ନାଏକ):ଭାରତକୁ ମିଳିବାକୁ ଯାଉଛି ପ୍ରଥମ ଲଢୁଆ ବିମାନ ରାଫେଲ ଜେଟ । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ରେ ପହଞ୍ଚି ସାରିଛନ୍ତି । ତେବେ ଆଜି ପବିତ୍ର ବିଜୟାଦଶମୀ ଓ ଏୟାରଫୋର୍ସ ଡେ’ ଅବସରରେ ଫ୍ରାନ୍ସ ତରଫରୁ ଭାରତକୁ ତା’ର ପ୍ରଥମ ଲଢୁଆ ବିମାନ ‘ରାଫେଲ’ ମିଳିବ । ସୂଚନା ଅନୁସାରେ,

ରାଫେଲରେ ୨ଟି ଇଞ୍ଜିନ ରହିଥିବା ବେଳେ ଏହା ର ନିର୍ମାଣ ଡେସାଲ୍ଟ ନାମକ ଏକ କମ୍ପାନୀ ନିର୍ମାଣ କରିଛି । ଏଥିରେ ମିଟିଆର ଓ ସ୍କାଲ୍ପ ମିସାଇଲ ମୂତୟନ ଅଛି, ଯାହା ଦ୍ୱାରା ବାୟୁ କ୍ଷେତ୍ରରେ ଥାଇ ଏହି ବିମାନ ଶତ୍ରୁକୁ ଆକ୍ରମଣ କରିପାରିବ ।ଫ୍ରାନ୍ସ ପହଞ୍ଚିବା ପରେ ରାଜନାଥ ସିଂହ ବହୁତ ଖୁସି ଅନୁଭବ କରି କହିଛନ୍ତି, ଭାରତକୁ ରାଫେଲ । ଫାନ୍ସ ଅକ୍ଟୋବର ୮ରେ ଭାରତକୁ ରାଫେଲ ହସ୍ତାନ୍ତର କରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.