Home ଓଡ଼ିଶା ଆକାଶ ଛୁଆଁ ପରିବା ଦର

ଆକାଶ ଛୁଆଁ ପରିବା ଦର

607

ଭୁବନେଶ୍ୱର,୨୦/୧୦(ଓଡ଼ିଆ ପୁଅ ପି ନାୟକ): ଏବେ ଚାଲିଛି  କାର୍ତ୍ତିକ ମାସ।ଆଉ ବଢୁଛି ପରିବା ଦର।ଧର୍ମ ଆସରେ ଅଧିକାଂଶ ଲୋକ ନିରାମିଷ ଭୋଜନ କରୁଥିବାରୁ ପରିବା ଦର ହୋଇଛି ଆକାଶ ଛୁଆଁ।ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଅଲଗା ସମୟରେ ଯେଉଁ ପରିବା କିଲୋ ପିଛା ୩୦/୪୦ ଟଙ୍କା ଥିଲା, ତାହା ଏବେ  ୬୦ ଟଙ୍କା ଉପରେ ବିକ୍ରି ହେଉଛି।ଟମାଟୋ କେଜି ପ୍ରତି ୫୦ ଟଙ୍କା, ବାଇଗଣ ୩୦ ଟଙ୍କା, ଶିମ୍ବ ୬୦ ଟଙ୍କା, ପିଆଜ ୪୫, ଆଳୁ ୧୮ ଟଙ୍କା, ପୋଟଳ ୫୦ ଟଙ୍କା, ଦେଶୀ ଆଳୁ ୮୦ ଟଙ୍କା ରହିଥିବାବେଳେ ସାରୁ ୫୦ ଟଙ୍କା ରହିଛି।

ଅସ୍ଥିର ଏବଂ ଅମାନିଆ ହେଉଛନ୍ତି ସପନା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.