Home Top News ଆଇସୋଲେସନରେ ପ୍ରିୟଙ୍କା ଗାନ୍ଧୀ : ପରିବାର ସଦସ୍ୟ, କର୍ମଚାରୀ କୋଭିଡ୍ ପଜିଟିଭ୍ ଆସିବା ପରେ ନିଜକୁ...

ଆଇସୋଲେସନରେ ପ୍ରିୟଙ୍କା ଗାନ୍ଧୀ : ପରିବାର ସଦସ୍ୟ, କର୍ମଚାରୀ କୋଭିଡ୍ ପଜିଟିଭ୍ ଆସିବା ପରେ ନିଜକୁ କଲେ ଆଇସୋଲେଟ୍‌

99

ନୂଆ ଦିଲ୍ଲୀ ୩-୧ (ଓଡ଼ିଆ ପୁଅ) କଂଗ୍ରେସ ନେତା ପ୍ରୟଙ୍କା ଗାନ୍ଧୀ ଏବେ ଆଇସୋଲେସନରେ। ଡାକ୍ତରଙ୍କ ପରାମର୍ଶରେ ସେ ନିଜକୁ ଆଇସୋଲେଟ କରିଛନ୍ତି। ଅବଶ୍ୟ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି।

ସୂଚନାଯୋଗ୍ୟଯେ, କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ପରିବାରର ଜଣେ ସଦସ୍ୟ ଏବଂ କର୍ମଚାରୀ ରବିବାର ଦିନ କୋଭିଡ -୧୯ ପଜିଟିଭ୍ ଆସିବା ପରେ ପ୍ରିୟଙ୍କା ନିଜକୁ ଆଇସୋଲେଟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.