ନୂଆ ଦିଲ୍ଲୀ ୩-୧ (ଓଡ଼ିଆ ପୁଅ) କଂଗ୍ରେସ ନେତା ପ୍ରୟଙ୍କା ଗାନ୍ଧୀ ଏବେ ଆଇସୋଲେସନରେ। ଡାକ୍ତରଙ୍କ ପରାମର୍ଶରେ ସେ ନିଜକୁ ଆଇସୋଲେଟ କରିଛନ୍ତି। ଅବଶ୍ୟ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି।
ସୂଚନାଯୋଗ୍ୟଯେ, କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ପରିବାରର ଜଣେ ସଦସ୍ୟ ଏବଂ କର୍ମଚାରୀ ରବିବାର ଦିନ କୋଭିଡ -୧୯ ପଜିଟିଭ୍ ଆସିବା ପରେ ପ୍ରିୟଙ୍କା ନିଜକୁ ଆଇସୋଲେଟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି।
A member of my family and one of my staff have tested positive for COVID-19 yesterday.
I have tested negative today however the doctor has advised that I remain isolated and test again after a few days.
— Priyanka Gandhi Vadra (@priyankagandhi) January 3, 2022