Home ଓଡ଼ିଶା ଆଇଆଇସିଙ୍କୁ ପ୍ରବେଶ କରାଇବାରେ ସହଯୋଗ କରିଥିବାରୁ ସେବାୟତ ଅଟକ

ଆଇଆଇସିଙ୍କୁ ପ୍ରବେଶ କରାଇବାରେ ସହଯୋଗ କରିଥିବାରୁ ସେବାୟତ ଅଟକ

172

ପୁରୀ, ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷେଧ କରାଯାଇଥିବା ବେଳେ ଉକ୍ତ ଆଇନକୁ ଉଲ୍ଲଘଂନ କରି ଯାଜପୁର ବଡଚଣା ଥାନା ଅଧିକାରୀଙ୍କୁ ପ୍ରବେଶ କରାଇବାରେ ସହଯୋଗ କରିଥିବାରୁ ସେବାୟତ ଶ୍ୟାମସୁନ୍ଦର ପୂଜାପଣ୍ଡାଙ୍କୁ ସିଂହଦ୍ୱାର ପୁଲିସ ଅଟକ ରଖିଛି। ଏ ସଂପର୍କରେ ସିସିଟିଭି ଫୁଟେଜକୁ ଯାଂଚ କରାଯାଉଛି। ଥାନା ଅଧିକାରୀ ପ୍ରବେଶ କରିବା ସମୟରେ ଆଉ କେଉଁମାନେ ତାଙ୍କ ସହ ଥିଲେ ଫୁଟେଜରୁ ଜଣାପଡିବା ପରେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.