Home Top News ଅସମୁଦ୍ଦିନ ଓୱେସିଙ୍କୁ ବଡ଼ ଝଟକା : AIMIM ର ୫ ଜଣ ବିଧାୟକଙ୍କ ମଧ୍ୟରୁ ୪...

ଅସମୁଦ୍ଦିନ ଓୱେସିଙ୍କୁ ବଡ଼ ଝଟକା : AIMIM ର ୫ ଜଣ ବିଧାୟକଙ୍କ ମଧ୍ୟରୁ ୪ ଜଣ ଆରଜେଡିରେ ଯୋଗ ଦେଲେ

68

ପାଟନା ୨୯-୬ (ଓଡ଼ିଆ ପୁଅ) : ଆରଜେଡି ଏବେ ବିହାରର ସବୁଠାରୁ ବଡ଼ ପାର୍ଟିରେ ପରିଣତ ହୋଇଛି। ଅବଶ୍ୟ ଏହାପୂର୍ବରୁ ଆରଜେଡି ସବୁଠୁ ବଡ ଦଳ ଥିଲା। କିନ୍ତୁ ମୁକେଶ ସାହନିଙ୍କ ଦଳର ବିଧାୟକମାନେ ବିଜେପି ସହ ଚାଲିଯିବାରୁ ବିଜେପି ବଡ ଦଳ ହୋଇଗଲା। ଆଜି ବୁଧବାର ଦିନ ତେଜସ୍ୱୀ ଯାଦବ ନିଜେ ଘୋଷଣା କରିଛନ୍ତି ଯେ ଅସାଦୁଦ୍ଦିନ ଓୱେଇସିଙ୍କର ଚାରିଜଣ ବିଧାୟକ ଆରଜେଡିରେ ଯୋଗ ଦେଇଛନ୍ତି। କେବଳ ଜଣେ ବିଧାୟକ AIMIM ଛାଡି ନାହାଁନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.