Home Coronavirus Outbreak ଅରବିନ୍ଦ କେଜ୍ରୀୱାଲଙ୍କର କରୋନା ରିପୋର୍ଟ ନେଗେଟିଭ୍

ଅରବିନ୍ଦ କେଜ୍ରୀୱାଲଙ୍କର କରୋନା ରିପୋର୍ଟ ନେଗେଟିଭ୍

64

ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଜ୍ୱର ଏବଂ ରବିବାର ଠାରୁ ତାଙ୍କ ଗଳାରେ ଯନ୍ତ୍ରଣା ହୋଇଥିବା ସୂଚନା ମିଳିବା ପରେ ମଙ୍ଗଳବାର ଦିନ କରୋନାଭାଇରସ (କୋଭିଡ -୧୯) ଟେଷ୍ଟ କରିପାରନ୍ତି ବୋଲି ତାଙ୍କ ଦଳର ମୁଖପାତ୍ର ଆଜି କହିଥିଲେ। ସେହି ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲ ନିଜକୁ ନିଜେ ଅଲଗା କରିଥିଲେ। ତେବେ ଆଜି ଡାକ୍ତରଙ୍କ ସହ ପରାମର୍ଶ କ୍ରମେ ତାଙ୍କର କୋଭିଡ୍ – ୧୯ ଟେଷ୍ଟ ହୋଇଥିଲା। ଏଥିରେ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.