Home ଓଡ଼ିଶା ଅବକାରୀ ବିଭାଗ ଅଧିକାରୀଙ୍କ ଗାଡ଼ିକୁ ଢେଲା ମାଡ

ଅବକାରୀ ବିଭାଗ ଅଧିକାରୀଙ୍କ ଗାଡ଼ିକୁ ଢେଲା ମାଡ

143

ଅନୁଗୁଳ,୦୫/୧୦,(ଓଡ଼ିଆ ପୁଅ ପି ନାଏକ): ଅବକାରୀ ବିଭାଗ କର୍ମଚାରୀଙ୍କ ଉପରକୁ ହୋଇଛି ଆକ୍ରମଣ । ଚଢ଼ାଉ କରିବାକୁ ଯାଇଥିବା ବେଳେ ଅବକାରୀ କର୍ମଚାରୀଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି । ତେବେ ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆ ରଥ ସାହିରେ ଘଟିଛି ।

ସୂଚନା ଅନୁସାରେ, ବେଆଇନ୍‌ ମଦ କାରବାର ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ହେଲେ ସେହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗାଡ଼ିକୁ ଟେକାପଥର ମାଡ଼ କରିଥିଲେ । ଗାଡ଼ି ଭଙ୍ଗାରୁଜା କରିବା ସହ ପଥର ମାଡ଼ରେ ଡ୍ରାଇଭର ଗୁରୁତର ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.