Home ଜିଲ୍ଲା ପରିକ୍ରମା ଅବକାରୀ ବିଭାଗରେ ଚଢଉ, ୮ଶହ ଲିଟର ପୋଚ ଜବତ

ଅବକାରୀ ବିଭାଗରେ ଚଢଉ, ୮ଶହ ଲିଟର ପୋଚ ଜବତ

113

ପୁରୀ, ୧୨/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀସହର ଏବଂ ଆଖପାଖ ଅଂଚଳରେ ଲକଡାଉନ ସମୟରେ ବ୍ୟାପକ ଚୋରା ବିଦେଶୀ ଓ ଦେଶୀ ମଦ କାରବାର ହେଉଥିବା ବିଭିନ୍ନ ସମୟରେ ସମ୍ବାପତ୍ରରେ ପ୍ରକାଶ ପାଇବା ପରେ ଜିଲ୍ଲା ଅବକାରୀ ବିଭାଗ ଏକ ବଡ ଧରଣର ଚଢାଉ କରି ଗେଣ୍ଡାପଡା ଭୋଇ ସାହିରୁ ୮ଶହ ଲିଟର ପୋଚ ଓ ୪୩୦ଲିଟର ଦେଶୀ ରନ୍ଧାମଦ ଜବତ କରିଛନ୍ତି। ଏଥି ସହ ୯ଜଣଙ୍କୁ ଗିରଫ କରି ୫ଟି ମୋଟର ସାଇକେଲ ଜବତ କରିଛନ୍ତି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.