Home ଓଡ଼ିଶା ପିଇଓ ସ୍ମିତାରାଣୀ ମୃତ୍ୟୁକୁ ବିଧାନସଭାରେ କଂଗ୍ରେସ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ

ପିଇଓ ସ୍ମିତାରାଣୀ ମୃତ୍ୟୁକୁ ବିଧାନସଭାରେ କଂଗ୍ରେସ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ

229

ଭୁବନେଶ୍ୱର୧୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  ଯାଜପୁର ଜିଲ୍ଲା ହରିଦାସପୁର ରେ ଘଟିଥିବା  ପିଇଓ ସ୍ମିତାରାଣୀ ଙ୍କ ମୃତ୍ୟୁକୁ ନେଇ ବିଜେପି ଦଳ ମାଳା ଜପୁଥିବା ବେଳେ ଆଜି ବିଧାନସଭାରେ କଂଗ୍ରେସ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଣିବା ଦେଖିବାକୁ ମିଳିଛି । ତଦନ୍ତରେ ପ୍ରଶାସନ ଓ ପୋଲିସର ଆନ୍ତରିକତା ନଥିବା ଅଭିଯୋଗ କରି କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.