Home ଆନ୍ତର୍ଜାତୀୟ ୪୫ ତମ World Skill Competitionରେ ଭାଗ ନେଇଛନ୍ତି ୬୦ଟି ଦେଶ

୪୫ ତମ World Skill Competitionରେ ଭାଗ ନେଇଛନ୍ତି ୬୦ଟି ଦେଶ

168

ନୂଆଦିଲ୍ଲୀ,୨୩/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ରୁଷର କଜାନ ସହରରେ ଆରମ୍ଭ ହୋଇଛି ୪୫ ତମ World Skill Competition । ଏଥିରେ ୬୦ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଭାରତର ପ୍ରତିନିଧିତ୍ୱ କରୁଥିବା ୪୮ ଜଣିଆ ଟିମ୍‌ରେ ଓଡ଼ିଶାର ୩ ପ୍ରତିଯୋଗୀ ଅବିନାଶ ସ୍ୱାଇଁ, ଜେନୋଫୋନ୍‌ ଦାସ ଓ ଏସ୍‌. ଏ. ନାରାୟଣ ଅଛନ୍ତି । ୫୬ଟି ଦକ୍ଷତା ବର୍ଗରେ ପ୍ରତିଯୋଗିତା ହେବାକୁ ଥିବା ବେଳେ ଭାରତ ୪୪ଟି ବିଭାଗରେ ପ୍ରତିଯୋଗିତା କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.