Home ଓଡ଼ିଶା ୟୁପିରେ ବର୍ଷା ନେଲାଣି ୫୮ ଜୀବନ

ୟୁପିରେ ବର୍ଷା ନେଲାଣି ୫୮ ଜୀବନ

356

ନୂଆଦିଲ୍ଲୀ, ୨୮/୦୯, (ଓଡ଼ିଆ ପୁଅ ପି ନାଏକ):ତିନି ଦିନ ମୁଶଳଧାରା ବର୍ଷା ଯୋଗୁ ଉତ୍ତରପ୍ରଦେଶରେ ବର୍ତ୍ତମାନ ପରିସ୍ଥିତି ସାଙ୍ଘାତିକ୍‌ହେବାରେ ଲାଗିଛି। ଆଜି ସକାଳୁ ପ୍ରବଳ ବର୍ଷା ଯୋଗୁ ଗଛ ସବୁ କଚ୍ଚା ଘର ଉପରେ ପଡି ପ୍ରାୟ ୫୮ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ପ୍ରୟାଗରାଜରେ ୧୪ ପୁର୍ବାଞ୍ଚଳରେ ୧୭, ବୁନ୍ଦେଲଖଣ୍ଡରେ ୭, ଅବଦ୍ଧ ଅଞ୍ଚଳରେ ୧୬, ସହାରନପୁରଏବଂ କାନପୁରରେ ଜଣେ ଜଣେ ବୃକ୍ତିଙ୍କର ମୃତ୍ୟୁ ଘଟିଛି।

ଲାଗଣ ବର୍ଷାକୁ ଦୃଷ୍ଟରେ ରଖି ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ଆଜି ୧୨ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ବନ୍ଦ ଘୋଷଣା କରିଛନ୍ତି। ପ୍ରବଳ ବର୍ଷା ଯୋଗୁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.