ad
ଓଡ଼ିଶା

ସ୍ବାଭାବିକ ହେବ ତାଳଚେର କୋଇଲା ଖଣି କାମ

ତାଳଚେର,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଏବେ ସ୍ୱାଭାବିକ ହେବ ତାଳଚେର କୋଇଲା ଖଣି କାମ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ତ୍ରିପାକ୍ଷିକ ବୈଠକ ପରେ ଏହା ସଫଳ ହୋଇଛି । ତେବେ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି ।

ଭରତପୁର ଖଣିରେ ଦୁର୍ଘଟଣା ଯୋଗୁ ଗତ ୨୨ ତାରିଖରୁ ୯ଟି ୟୁନିଟ୍‌ରୁ ପରିବହନ ଓ ଉତ୍ପାଦନ ବନ୍ଦ ରହିଥିଲା । ସେପଟେ ଖଣି ବନ୍ଦ ଆନ୍ଦୋଳନ ପ୍ରଭାବ ପଡ଼ିଥିଲା ଏନ୍‌ଟିପିସି ଉପରେ । କୋଇଲା ସଙ୍କଟ ଯୋଗୁଁ ଏନ୍‌ଟିପିସିରେ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top