Home ଓଡ଼ିଶା ସୁରେଶ ମହାପାତ୍ର କଟକ ନଗର କଂଗ୍ରେସ କମିଟିର ମଧ୍ୟବର୍ତ୍ତି କାଳୀନ ସଭାପତି

ସୁରେଶ ମହାପାତ୍ର କଟକ ନଗର କଂଗ୍ରେସ କମିଟିର ମଧ୍ୟବର୍ତ୍ତି କାଳୀନ ସଭାପତି

36

ଭୁବନେଶ୍ୱର ୧୨.୮(ଓଡ଼ିଆ ପୁଅ) – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଶ୍ରୀ ସୁରେଶ କୁମାର ମହାପାତ୍ରଙ୍କୁ କଟକ ନଗର କଂଗ୍ରେସ କମିଟିର ମଧ୍ୟବର୍ତ୍ତିକାଳୀନ ସଭାପତି ରୂପେ ନିଯୁକ୍ତି ପ୍ରଦାନ କରିଛନ୍ତି।

ଶ୍ରୀଯୁକ୍ତ ମହାପାତ୍ର ତାଙ୍କର ଦାୟୀତ୍ୱକୁ ସୂଚାରୂରୂପେ ନିର୍ବାହ କରିବେ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଆଶା ଓ ବିଶ୍ୱାସ ରଖିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.