Home ଓଡ଼ିଶା ସାଂସଦ ଅନୁଭବ ମହାନ୍ତିଙ୍କ କେନ୍ଦ୍ରାପଡ଼ା ମେଡିକାଲ ଗସ୍ତ

ସାଂସଦ ଅନୁଭବ ମହାନ୍ତିଙ୍କ କେନ୍ଦ୍ରାପଡ଼ା ମେଡିକାଲ ଗସ୍ତ

817

କେନ୍ଦ୍ରାପଡା,୩୧/୦୮,(ଓଡ଼ିଆ ପୁଅ ପି ନାଏକ): ସାଂସଦ ଅନୁଭବ ମହାନ୍ତିଙ୍କ ଅଚାନକ କେନ୍ଦ୍ରାପଡ଼ା ମେଡିକାଲ ଗସ୍ତ । ଗସ୍ତ ସମୟରେ ରୋଗୀଙ୍କ ସମସ୍ୟା ବୁଝିଥିଲେ ସାଂସଦ । ଠିକ୍‌ ଭାବେ ଚିକିତ୍ସା ହେଉଛି କି ନାହିଁ, ରୋଗୀମାନେ ସରକାରୀ ଔଷଧ ପାଉଛନ୍ତି କି ନାହିଁ, ମେଡିକାଲରେ ଥିବା ସମସ୍ତ ଯନ୍ତ୍ରପାତି ଚାଲୁଛି କି ନାହିଁ, ଏସବୁ ପଚାରି ବୁଝିଥିଲେ । ଏହାସହ ମେଡିକାଲରେ ଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ମେଡିକାଲକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସିଡିଏମଓଙ୍କୁ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.