ad
ଓଡ଼ିଶା

ସାଂସଦ ଅନୁଭବ ମହାନ୍ତିଙ୍କ କେନ୍ଦ୍ରାପଡ଼ା ମେଡିକାଲ ଗସ୍ତ

କେନ୍ଦ୍ରାପଡା,୩୧/୦୮,(ଓଡ଼ିଆ ପୁଅ ପି ନାଏକ): ସାଂସଦ ଅନୁଭବ ମହାନ୍ତିଙ୍କ ଅଚାନକ କେନ୍ଦ୍ରାପଡ଼ା ମେଡିକାଲ ଗସ୍ତ । ଗସ୍ତ ସମୟରେ ରୋଗୀଙ୍କ ସମସ୍ୟା ବୁଝିଥିଲେ ସାଂସଦ । ଠିକ୍‌ ଭାବେ ଚିକିତ୍ସା ହେଉଛି କି ନାହିଁ, ରୋଗୀମାନେ ସରକାରୀ ଔଷଧ ପାଉଛନ୍ତି କି ନାହିଁ, ମେଡିକାଲରେ ଥିବା ସମସ୍ତ ଯନ୍ତ୍ରପାତି ଚାଲୁଛି କି ନାହିଁ, ଏସବୁ ପଚାରି ବୁଝିଥିଲେ । ଏହାସହ ମେଡିକାଲରେ ଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ମେଡିକାଲକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସିଡିଏମଓଙ୍କୁ କହିଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top