Home ଓଡ଼ିଶା ଲ୍ୟାଣ୍ଡର ବିକ୍ରମ କୁ ନେଇ ନାସାର ନୂଆ ରିପୋର୍ଟ

ଲ୍ୟାଣ୍ଡର ବିକ୍ରମ କୁ ନେଇ ନାସାର ନୂଆ ରିପୋର୍ଟ

1399

ନୂଆଦିଲ୍ଲୀ,୦୪/୧୦,(ଓଡ଼ିଆ ପୁଅ ପି ନାଏକ): ଚନ୍ଦ୍ରଯାନ ୨କୁ ନେଇ ଏବେ ପୁଣି ଆଉ ଏକ ନୂଆ ଅପଡେଟ ଆସିଛି । ଯଦିଓ ଲ୍ୟାଣ୍ଡର ବିକ୍ରମ ସହ ଏ ପର୍ଯ୍ୟନ୍ତ ସଂପର୍କ ସ୍ଥାପନ ହୋଇପାରିନାହିଁ, ହେଲେ ଇସ୍ରୋ ଏହାକୁ ନେଇ ଆଶା ହରାଇନାହିଁ । ଏହାସହ ସଂପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା କରୁଥିବା ନାସା କହିଛି ଯେ, ବିକ୍ରମ କୁ ନେଇ କିଛି ତଥ୍ୟ ମିଳିନାହିଁ । ଯେତେବେଳେ କି ତାର ପେଲୋଡ ଠିକ୍ ଭାବରେ କାମ କରୁଥିବା ଇସ୍ରୋ କହିଥିଲା । ଇସ୍ରୋ କହିଛି ଯେ, ସୋଡିୟମ, କ୍ୟାଲସିୟମ, ଆଲୁମିନିୟମ, ସିଲିକନ୍ ଇତ୍ୟାଦିର ପତା ଲଗାଇବା ପାଇଁ ପେଲୋଡ ଯେପରି କାମ କରିବା କଥା , ସେପରି କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.